କଂସ ବଧ ସହ ବୀରମହାରାଜପୁର ଧନୁଯାତ୍ରା ଉଦଯାପିତ

ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ମିନି ଷ୍ଟାଡିୟମ ଠାରେ ଚାଲିଥିବା ୨ୟ ଧନୁଯାତ୍ରା ଉତ୍ସବ ମଙ୍ଗଳବାର ବିଳମ୍ବିତ ରାତିରେ ଉଦଯାପିତ ହୋଇଯାଇଛି। ଶେଷ ରଜନୀରେ କୃଷ୍ଣ ବଳରାମ ମଥୁରାରେ ବିଜେ କରିବା, କୃଷ୍ଣ ବଳରାମଙ୍କ ମଥୁରା ଭ୍ରମଣ, ଗୋପାଙ୍ଗନାଙ୍କ ଦ୍ଵାରା ଦହି ବିକ୍ରି, କଂସ ବଧ ଓ ଶେଷରେ ଉଗ୍ରସେନ ରାଜ୍ୟାଭିଷେକ ଆଦି ଦୃଶ୍ୟ ମଞ୍ଚସ୍ଥ ହୋଇଥିଲା।

ଏହି ଅବସରରେ ଚମ୍ପାମାଳ ଗ୍ରାମର ବରିଷ୍ଠ କଳାକାର ଖତୁପ୍ରସାଦ ହୋତା ଓ ଅନ୍ୟମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes