କଂଗ୍ରେସ ଛାଡିଲେ ଖଡ଼ିଆଳ ବିଧାୟକ ଅଧୀରାଜ ପାଣିଗ୍ରାହୀ

ଖଡ଼ିଆଳର କଂଗ୍ରେସ ବିଧାୟକ ଅଧୀରାଜ ପାଣିଗ୍ରାହୀ ଆଜି ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିବା ସେ ନିଜେ ଜଣାଇଛନ୍ତି l ଆସନ୍ତାକାଲି ସେ ବିଜେଡିରେ ମିଶିବା ସମ୍ଭାବନା ଥିବା କୁହାଯାଉଛି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes