ନଭେମ୍ବର ୧୬ରେ କଂଗ୍ରେସରେ ଯୋଗଦେବା ନେଇ ସୋସିଆଲ୍ ମିଡିଆ ଫେସବୁକରେ ସୂଚନା ଦେଲେ ଜୟରାମ।
ଜୟରାମ ଜନତା ଦଳରୁ ବିଜେଡି ପରେ ବିଜେପି ଯାଇଥିଲେ। କିଛି ଦିନ ତଳେ ବିଜେପି ଛାଡ଼ି ବିଆର୍ଏସ୍ରେ ଯୋଗଦେଇଥିଲେ।
Credible Local News of Odisha