ନିଯୁକ୍ତି ବିଜ୍ଞପ୍ତି ଉପରେ ଅନ୍ତରୀଣ ରହିତାଦେଶ ଦେଇଛନ୍ତି ହାଇକୋର୍ଟ।ଅନ୍ୟାଦେଶ ପର୍ଯ୍ୟନ୍ତ ବିଜ୍ଞପ୍ତି ଉପରେ ପଦକ୍ଷେପ ନେବାକୁ ବାରଣ କରିଛନ୍ତି କୋର୍ଟ।
ବିଜ୍ଞପ୍ତିକୁ କାହିଁକି ରଦ୍ଦ କରାନଯିବ, ଜବାବ ଦେବାକୁ ରାଜ୍ୟ ସରକାରଙ୍କୁ ନୋଟିସ କରିଛନ୍ତି କୋର୍ଟ।
Credible Local News of Odisha