ଏଲ ଆଇ ସି ଅଂଶ ଧନ ବିକ୍ରି ପ୍ରତିବାଦରେ ବୀମା କର୍ମଚାରୀଙ୍କ ଆନ୍ଦୋଳନ ଆରମ୍ଭ ହୋଇଥିବା ବେଳେ ସିପିଆଇ ଏମ୍ ଏହି ଆନ୍ଦୋଳନ କୁ ସମର୍ଥନ କରି ଆଜି କଳାଦିବସ ଭାବେ ପାଳନ କରିଛି।
ଏହାର ଅଂଶଧନ ବିକ୍ରୀ କୋଟି କୋଟି ବୀମାଧାରୀଙ୍କ ସ୍ୱାର୍ଥ ବିରୋଧୀ ବୋଲି କହି କେନ୍ଦୁଝର ସମେତ ଦେଶ ସାରା ଦୁଇ ଘଣ୍ଟିଆ ଧର୍ମଘଟ ସିପିଆଇ ଏମ ପକ୍ଷରୁ ଅନୁଷ୍ଠିତ ହୋଇ ଯାଇଛି।