ଏପ୍ରିଲ 21ରୁ ପୁଣି ବର୍ଷା

ଓଡିଶା ଉପରେ ପାଣିପାଗର କୌଣସି ନିୟାମକ ସକ୍ରିୟ ନଥିବାରୁ ଆସନ୍ତା ଦୁଇ ଦିନ ପାଗ ଶୁଖିଲା ରହିବ ବା କିଛି ଅଞ୍ଚଳରେ ସ୍ୱଳ୍ପ ଧରଣର ବର୍ଷା ହେବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି l

ଏପ୍ରିଲ 21 ତାରିଖରୁ ପୁଣି ବର୍ଷାର ପ୍ରଭାବ ପୁଣି ଆରମ୍ଭ ହୋଇଯିବ ବୋଲି ସୂଚନା l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes