ଏନଫୋର୍ସମେଣ୍ଟ ପାଇଁ ୬୭ ପଦବୀ

ଏନଫୋର୍ସମେଣ୍ଟ ପାଇଁ ୬୭ ନୂଆ ପଦବୀକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ ଦେଇଛନ୍ତି।

୧ ଆସିଷ୍ଟାଣ୍ଟ କମିଶନର୍, ୬ ASI, ୬୦ କନଷ୍ଟେବଲ୍ ପଦବୀକୁ ଅନୁମୋଦନ ମିଳିଛି। ରାଜ୍ୟ ପୁଲିସ ପ୍ରଶାସନ ପକ୍ଷରୁ ଏହି ପଦବୀ ସୃଷ୍ଟି ହେବ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes