ଏଣ୍ଡଳବା ଠାରେ ଜାତୀୟ ପଞ୍ଚାୟତ ଦିବସ ପାଳିତ

ଯାଜପୁର ଯିଏ ଧର୍ମଶାଳା ବ୍ଲକ ଏଣ୍ଡଳବା ଗ୍ରାମ ପଞ୍ଚାୟତ ଠାରେ ଆଜି ଜାତୀୟ ପଞ୍ଚାୟତ ଦିବସ ପାଳିତ ହୋଇଯାଇଛି ।

ଖବରରୁ ପ୍ରକାଶ ଯେ ଆଜି ଗ୍ରାମ ପଞ୍ଚାୟତ ମିଟିଙ୍ଗ ହଲରେ ପଂଚାୟତର ସମସ୍ତ ୱାର୍ଡର ୱାର୍ଡ ସଭ୍ୟ,ସଭ୍ୟା,ସରପଞ୍ଚ, ନାଏବ ସରପଞ୍ଚ,ଜିଲ୍ଲା ପରିଷଦ,ଭି.ଏଲ.ଡବ୍ଲ୍ୟୁ, ଓ ସ୍ଥାନୀୟ ବୁଦ୍ଧିଜୀବୀ ମାନେ ଯୋଗଦେଇ ଏକ ମଜଭୁତ ଗଣତନ୍ତ୍ର ପାଇଁ ସଶକ୍ତ ଓ ଆଧୁନିକ ପଞ୍ଚାୟତ ଆବଶ୍ୟକତା ଉପରେ ବିଭିନ୍ନ ଆଲୋଚନା କରିଥିଲେ ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes