ଏକ ଦିନିଆ ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ

ଆଜି ବରଗଡ଼ ବ୍ଳକ ଅମ୍ବାପାଲି ଗ୍ରାମରେ ଅନୁଷ୍ଠିତ ହୋଇଯାଇଛି ଏକ ଦିନିଆ ଫୁଟବଲ ଟୁର୍ଣ୍ଣାମେଣ୍ଟ।

ମୁଖ୍ୟ ଅତିଥି ଭାବେ ବିଜେଡି କାର୍ଯ୍ୟକର୍ତ୍ତା ସମ୍ବିତ ଆଚାର୍ଯ୍ୟ ଯୋଗ ଦେଇ ବିଜେତାଙ୍କୁ ପୁରସ୍କୃତ କରିଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes