ଏଏସଓ ଚୟନ ମେରିଟ୍ ଲିଷ୍ଟ କାଏମ୍‌

ହାଇକୋର୍ଟରେ ଏଏସଓ ଚୟନ ଅନିୟମିତତା ମାମଲାରେ ୧୧୦୪ ଜଣଙ୍କ OPSC ମେରିଟ୍ ଲିଷ୍ଟ କାଏମ ରଖିଲେ ହାଇକୋର୍ଟ।

OPSC ଚୟନ ପ୍ରକ୍ରିୟାରେ କୌଣସି ତ୍ରୁଟି ହୋଇନି କହିଲେ ହାଇକୋର୍ଟ।ଯେଉଁଠୁ ପ୍ରକ୍ରିୟା ବନ୍ଦ ସେଠାରୁ ଚାଲୁ ରଖିବାକୁ OPSCକୁ ନିର୍ଦ୍ଦେଶ ଦିଆଯାଇଛି। ଜଣକିଆ ଖଣ୍ଡପୀଠଙ୍କ ରାୟକୁ ଖାରଜ କଲେ ୨ ଜଣିଆ ଖଣ୍ଡପୀଠ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes