ଏଏସଆଇ ଅଫିସ ଘେରିଲା ଶ୍ରୀଜଗନ୍ନାଥ ସେନା

ଏଏସଆଇ ପ୍ରତ୍ନତତ୍ୱ ବିଭାଗ ଶ୍ରୀମନ୍ଦିର ଚାରିପଟ ନିଷିଦ୍ଧାଞ୍ଚଳରେ ଚାଲିଥିବା ବେଆଇନ୍ ଖନନ ଓ ନିର୍ମାଣ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେଉନଥିବାରୁ ଆଜି ଶ୍ରୀଜଗନ୍ନାଥ ସେନା ପକ୍ଷରୁ ପୁରୀ କାର୍ଯ୍ୟାଳୟ ଘେରାଉ ସହ କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କରାଯାଇଛି l

ଏଥିସହ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଓ ଏଏସ୍ଆଇ ଡିଜିଙ୍କୁ ଆଠ ଦଫା ପ୍ରଶ୍ନ ଓ ଦାବି ସମ୍ମିଳିତ ଦାବିପତ୍ର ପ୍ରଦାନ କରାଯାଇଛି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes