ଋଣ ନାମରେ ଲୋକଙ୍କୁ ଠକୁଥିବା କମ୍ପାନୀର ୬.୫୭ କୋଟି ଫ୍ରିଜ

ଲୋକଙ୍କୁ ଋଣ ନାମରେ ଠକୁଥିବା ମହାଗ୍ରାମ ପେମେଣ୍ଟସ ପ୍ରାଇଭେଟ ଲିମିଟେଡ଼ର 6.57 କୋଟି ତାହା ଫ୍ରିଜ କରାଯାଇଥିବା କ୍ରାଇମବ୍ରାଞ୍ଚ ଇଓଡବ୍ଲୁର ବରିଷ୍ଠ ଅଧିକାରୀ କହିଛନ୍ତି l

ଏହି କମ୍ପାନୀ କୋକୋ ଓ ଜୋଜୋ ଆପ ଡାଉନଲୋଡ଼ କରୁଥିବା ଲୋକଙ୍କ ଆକାଉଣ୍ଟକୁ ଟଙ୍କା ପଠାଇ ଜବରଦସ୍ତ ଅଧିକ ସୁଧ ଆଦାୟ କରୁଥିବା ଅଭିଯୋଗ ହୋଇଥିଲା l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes