ଉତ୍କଳ ସେବା ନିବୃତ ସେନାନୀ ସଂଘ , ଓଡ଼ିଶା ର କେନ୍ଦୁଝର ଜିଲ୍ଲା ପକ୍ଷରୁ ଆଜି ଜିଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅବସର ନେଇଥିବା ସେନା ଅଧିକାରୀ ଓ କର୍ମଚାରୀ ମାନେ ବିଭିନ୍ନ ଦାବି ନେଇ ବିକ୍ଷୋଭ ପ୍ରଦର୍ଶନ କରିବା ସହ ରାଷ୍ଟ୍ରପତି ଙ୍କ ଉଦ୍ଦେଶ୍ୟ ରେ ଜିଲାପାଳ ଙ୍କ ଜରିଆରେ ଦାବି ପତ୍ର ପ୍ରଦାନ କରିଛନ୍ତି। ବିଭିନ୍ନ ଦାବି ମଧ୍ୟରେ ସମାନ ରାଙ୍କ ସମାନ ପେନସନ, ସମାନ ମିଲିଟାରୀ ପେ ଉଚ୍ଛେଦ ଆଦି ଦାବି କରିଛନ୍ତି।
ଉତ୍କଳ ସେବା ନିବୃତ ସେନାନୀ ସଂଘ ପକ୍ଷରୁ ବିକ୍ଷୋଭ