ଇଲେକ୍ଟ୍ରି ଖୁଣ୍ଟରେ ଧକ୍କା ହେବା ପରେ ଜଳିଗଲା କାର୍

ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଲକ ବୀରଗୋବିନ୍ଦପୁର ନିକଟରେ ଏହି ଘଟଣା ଘଟିଛି।

କାରରେ ଥିବା ଜଣେ ଶିଶୁ ସମେତ ୩ ଜଣ ଗୁରୁତର ଅଛନ୍ତି। ୩ ଗୁରୁତରଙ୍କୁ ଉଦ୍ଧାର କରି ପୁରୀ ମେଡିକାଲ ସ୍ଥାନାନ୍ତର କରାଯାଇଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes