ଆସନ୍ତା 18 ତାରିଖରେ ହୀରାକୁଦ ଡ୍ୟାମରୁ ପାଣି ଛଡ଼ାଯିବ

ମହାନଦୀ ଉପରମୁଣ୍ଡରେ ପ୍ରବଳ ବର୍ଷା ହୋଇଥିବାରୁ ଆସନ୍ତା 18 ତାରିଖରେ ହୀରାକୁଦ ଡ୍ୟାମରୁ ପ୍ରଥମ. ବନ୍ୟଜଳ ନିଷ୍କାସନ କରାଯିବ ବୋଲି କର୍ତ୍ତୃପକ୍ଷ ଆଜି କହିଛନ୍ତି l
ସେଦିନ ପୂର୍ବାହ୍ନ 11 ଟାରେ ପ୍ରଥମେ ପାଞ୍ଚଟି ଗେଟ ଖୋଲାଯିବ ଏବଂ ପରଦିନ ଜଳସ୍ତରକୁ ଦେଖି ଅଧିକ ଗେଟ ଖୋଲିବା ନିଷ୍ପତ୍ତି ହେବ ବୋଲି କୁହାଯାଇଛି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes