ଆସନ୍ତା ୩ରୁ ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ

୩ରୁ ୫ ଯାଏଁ ଭୁବନେଶ୍ବର ଜନତା ମଇଦାନରେ ଆୟୋଜନ ହେବ। ୩ରେ ଦିନ ୧୧ଟା ୩୦ରେ ସମସ୍ତେ ଗାଇବେ ବନ୍ଦେ ଉତ୍କଳ ଜନନୀ।

ଓଡ଼ିଆ ଭାଷା ସମ୍ମିଳନୀର ଥିମ୍ ରହିଛି ‘ଭାଷା ହିଁ ଭବିଷ୍ୟତ’। ସବୁ ଜିଲ୍ଲା, ବ୍ଲକ ଓ ପଞ୍ଚାୟତରେ ମଧ୍ୟ ଆୟୋଜନ ପାଇଁ ଯୋଜନା ରହିଛି। ପ୍ରତି ବ୍ଲକକୁ ୫୦ ହଜାର ଓ ପଞ୍ଚାୟତକୁ ୨୦ ହଜାର ପ୍ରଦାନ କରାଯିବ। କାର୍ଯ୍ୟକ୍ରମରେ ୧୭ଟି ସେକ୍ସନ ରହିବ, ୱାର୍କ ଥ୍ରୋ ମ୍ୟୁଜିୟମ୍ ପ୍ରସ୍ତୁତ ହେବ। ଏ ନେଇ ପ୍ରେସମିଟ୍‌ରେ ସଂସ୍କୃତି ମନ୍ତ୍ରୀ ଅଶ୍ବିନୀ ପାତ୍ର ସୂଚନା ଦେଇଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes