ଆସନ୍ତା ନଭେମ୍ବର ୧୫ରେ କୋଶଳ ରାଜ୍ୟ ଦାବି ନେଇ ବନ୍ଦ ଡାକରା

କୋଶଳ ଅଞ୍ଚଳକୁ କ୍ରମାଗତ ଭାବେ ଅବହେଳିତ କରିବା ପ୍ରତିବାଦ କରି ଏବଂ ସ୍ୱତନ୍ତ୍ର କୋଶଳ ରାଜ୍ୟ ଗଠନ ଦାବୀ କରି କୋଶଳ ରାଏଜମିଳିତ କ୍ରିୟାନୁଷ୍ଠାନ କମିଟି ଆସନ୍ତା ନଭେମ୍ବର ୧୫ରେ ସମଗ୍ର କୋଶଳାଞ୍ଚଳରେ ବନ୍ଦ ଡାକରା ଦେଇଥବା କଥା ଆଜି କୋଶଳ ସେନାର ରାଜ୍ୟ ସଭାପତି, ଶ୍ରୀ କୌସ୍ତୁଭ ସାହୁ ସୂଚନା ଦେଇଛନ୍ତି।

ପଶ୍ଚିମ ଓଡ଼ିଶାର ୧୦ଟି ଜିଲ୍ଲାରେ ଏହି ବନ୍ଦ ଡାକରା ଦିଆଯାଇଛି ଏବଂ ଅତ୍ୟାବଶ୍ୟକ ସେବା ଏଥରୁ ବାଦ ଦିଆଯାଇଛି ବୋଲି ଶ୍ରୀ କୌସ୍ତୂଭ ସାହୁ ପ୍ରକାଶ କରିଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes