ଆମ୍ବୁଲାନ୍ସ ଧକ୍କାରେ ସ୍ବାମୀ, ସ୍ତ୍ରୀ ମୃତ; ବର୍ତ୍ତିଗଲେ ୨ ଶିଶୁ

ବୌଦ୍ଧ ଟାଉନ ଥାନା ମହାନଦୀ ବ୍ରିଜ ଉପରେ ଦମ୍ପତିଙ୍କୁ ଧକ୍କା ଦେଲା ଆମ୍ବୁଲାନ୍ସ।

ଦମ୍ପତି ୨ ପିଲାଙ୍କ ସହ ବ୍ରିଜରେ ଛିଡ଼ାହୋଇ ମହାନଦୀ ପାଣି ଦେଖୁଥିଲା ବେଳେ ଆମ୍ବୁଲାନ୍ସ ଧକ୍କା ଦେଇଥିଲା।ଦୁର୍ଘଟଣା ଘଟାଇଥିବା ଆମ୍ବୁଲାନ୍ସ ଡ୍ରାଇଭରକୁ ଅଟକ ରଖିଛି ପୁଲିସ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes