ଆନ୍ତର୍ଜାତିକ ହ୍ଵିଲ ଚେୟାର ଦିବସ ଅବସରରେ ୱାକଥନ

ଆଜି ଆନ୍ତର୍ଜାତିକ ୱିଲ ଚେୟାର ଦିବସ କେନ୍ଦୁଝର ଠାରେ ଅନୁଷ୍ଠିତ ହୋଇଛି। ସକାଳେ ଏହି ଅବସରରେ ଏକ ୱାକଥନ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ବହୁ ଭିନ୍ନକ୍ଷମ ଭାଗ ନେଇଥିଲେ।

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ଉପ ଜିଲ୍ଲାପାଳ ତ୍ରିଲୋଚନ ମହାନ୍ତି ପତାକା ହଲାଇ ଶୁଭାରମ୍ଭ କରିଥିଲେ। କେନ୍ଦୁଝର ଷ୍ଟାଡିୟମ ରେ ଛାତ୍ରୀ ମାନଙ୍କ ହ୍ବିଲ ଚେୟାରରେ ୧୦୦ ମି ଦୌଡ଼, ପୁରୁଷଙ୍କ ୨୦୦ ମିଟର ଦୌଡ, କ୍ରିକେଟ ପ୍ରତିଯୋଗିତା ଅନୁଷ୍ଠିତ ହେଉଥିବା ବେଳେ ସଂସ୍କୃତି ଭବନରେ ସମାପନ ଉତ୍ସବ ହେବ ବୋଲି ଡିଏସଓ ରାଜେନ୍ଦ୍ର ମହାକୁଡ ସୂଚନା ଦେଇଛନ୍ତି।।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes