ଆନ୍ତର୍ଜାତିକ ଅଭିଲେଖାଗାର ଦିବସ ପାଳିତ

ଆଜି ପୂର୍ବାହ୍ନରେ ରାଜ୍ୟ ଅଭିଲେଖାଗାରରେ ପାଳିତ ଆନ୍ତର୍ଜାତିକ ଅଭିଲେଖଗାର ଦିବସରେ ଅତିଥି ମାନେ ଯୋଗ ଦେଇ ଅଭିଲେଖାଗାର ଗୁଡିକ ଚଳନ୍ତି ଇତିହାସର ଗନ୍ତାଘର ବୋଲି ମତ ଦେଇଛନ୍ତି l

ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ବିଭାଗ ପ୍ରମୁଖ ଶାସନ ସଚିବ ମଧୁସୂଦନ ପାଢ଼ୀ,ବିଭାଗର ଅତିରିକ୍ତ ଶାସନ ସଚିବ ରଞ୍ଜନ ଦାସ, ଅଭିଲେଖବିତ ଲଲାଟେନ୍ଦୁ ଦାସ ମହାପାତ୍ର ପ୍ରମୁଖ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes