ଲଛିପୁରରେ ନିକଟରେ ପ୍ରାୟ ଦୁଇ ସପ୍ତାହ ଧରି ଅନୁଷ୍ଠିତ ମହିଳା ଆତ୍ମ ସୁରକ୍ଷା ପ୍ରଶିକ୍ଷଣ ଶିବିରରେ ଛାତ୍ରୀ ବ୍ୟାପକ ଭାବେ ଭାଗ ନେଇଥିବା ବେଳେ ସେମାନଙ୍କ ଭିତରେ ଉତ୍ସାହ ପ୍ରକାଶ ପାଇଛି।
କାର୍ଯ୍ୟକ୍ରମ ପରିଚାଳନା କରିଥିବା ଅଧ୍ୟାପକ ଆର୍ତ୍ତତ୍ରାଣ ଦାଶ କହିଛନ୍ତି ଯେ ଛାତ୍ରୀ ମାନେ ଠିକ ଭାବରେ ପ୍ରଶିକ୍ଷଣ ନେଲେ ନିଜକୁ ସୁରକ୍ଷିତ ରଖି ପାରିବେ।