ମେଡିକାଲ କଲେଜରେ ଆଡ଼ମିସନ କରାଇଦେବା ନାମରେ ଜଣେ ଛାତ୍ରୀଙ୍କୁ 30 ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ଇନଫୋସିଟି ଥାନା ପୁଲିସ ଦୁଇଜଣ ଆନ୍ତରାଜ୍ୟ ଠକଙ୍କୁ ଗିରଫ କରି ସେମାନଙ୍କ ଠାରୁ 10 ଲକ୍ଷ ଟଙ୍କା ଜବତ କରିଛି l
ଦୁଇ ଠକଙ୍କ ମଧ୍ୟରୁ ଜଣଙ୍କୁ କୋଲକାତାରୁ ଓ ଅନ୍ୟ ଜଣଙ୍କୁ ପାଟନାରୁ ଗିରଫ କରାଯାଇଛି l
Credible Local News of Odisha