ଆଜି ହେଲା ମସନାପାଲି ସ୍ବାସ୍ଥ୍ୟ ଉପକେନ୍ଦ୍ରରେ ଟିକାକରଣ

ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଦୁର୍ଜନତୈଲା ପଞ୍ଚାୟତ ଅନ୍ତର୍ଗତ ମସନାପାଲି ସ୍ବାସ୍ଥ୍ୟ ଉପକେନ୍ଦ୍ରରେ ବୁଧବାର ସ୍ୱାସ୍ଥ୍ୟକର୍ମୀଙ୍କ ଅନୁପସ୍ଥିତି ହେତୁ ଟିକାକରଣ କରି ନ ପାରି ବହୁ ଗର୍ଭବତୀ ଓ ପ୍ରସୂତି ମହିଳା ବାଧ୍ୟ ହୋଇ ଘରକୁ ଫେରି ଯାଇଥିଲେ ।

ତେବେ ଆଜି ଅନ୍ୟ ଜଣେ ସ୍ବାସ୍ଥ୍ୟକର୍ମୀଙ୍କ ସହାୟତାରେ ସେଠାରେ ଟୀକାକରଣ ଆରମ୍ଭ ହୋଇଥିବା ଜଣାପଡିଛି ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes