ଆଜି ସୁଦପଡା ସ୍ଥିତ ମଦ ଭାଟିରେ ଚାଲିଛି ଆଇଟି ରେଡ୍‌

୫ମ ଦିନରେ ମଦ ଭାଟିରେ ଆୟକର ଟିମ୍‌ର ଛାନଭିନ୍‌ ଜାରି ରଖିଛି।ଜିଲ୍ଲାର ସମସ୍ତ ଦେଶୀ ମଦ ଭାଟିର ଆୟବ୍ୟୟର ଚାଲିଛି ହିସାବ।

ଅବକାରୀ ବିଭାଗର ତଥ୍ୟ ଆଧାରରେ ହିସାବ କରୁଛି ଆୟକର ବିଭାଗ।ସମସ୍ତ ମଦ ଭାଟିର ମୁଖ୍ୟ ଅଫିସ୍‌ ସୁଦପଡା ଥିବା ନେଇ ସୂଚନା ମିଳିଛି।ଟିଟିଲାଗଡ଼ ନେହରୁନଗର ସ୍ଥିତ ମଦଭାଟିରେ ବି ଚାଲିଛି ଆଇଟି ଛାନଭିନ୍‌।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes