ଆଜି ଦକ୍ଷିଣ ମୋଡ଼ ନେବ ତିନିରଥ

ରଥଯାତ୍ରା ଦିନଠାରୁ ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଅଟକି ରହିଥିବା ତିନିରଥ ଆଜି ଦକ୍ଷିଣମୋଡ଼ ନେବ ଏଥିପାଇଁ ନାକଚଣା ଦ୍ୱାର ସମ୍ମୁଖ ଶରଧାବାଲିକୁ ସଫାସୁତୁରା କରାଯାଇଛି ।

ଆଜି ସେବାୟତ ଓ ପୁଲିସ ମାନଙ୍କ ଦ୍ୱାରା ରଥଯାତ୍ରା ପରଠାରୁ ଉତ୍ତରମୁହାଁ ରହିଥିବା ତିନିରଥ ବାହୁଡା ପାଇଁ ଦକ୍ଷିଣ ମୋଡ଼ ଦେଇ ସୁସଜ୍ଜିତ କରି ରଖାହେବ ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes