ଆଜିଠୁ ନାଟମଣ୍ଡପରେ ଫାଟ ଥିବା ବିମ୍‌ ମରାମତି କାମ

ଦିନ ୧ଟାରୁ ସନ୍ଧ୍ୟା ୭ ଯାଏଁ ମରାମତି କାମ ଚାଲିବ। ମାର୍ଚ୍ଚ ୨୦ ତାରିଖ ପୂର୍ବରୁ ମରାମତି କାମ ସାରିବା ଲକ୍ଷ୍ୟ ରଖାଯାଇଛି।

ଭକ୍ତଙ୍କ ଦର୍ଶନ ଓ ନୀତିକାନ୍ତିରେ କୌଣସି ଅସୁବିଧା ହେବ ନାହିଁ ବୋଲି ଏଏସଆଇ କହିଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes