ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କରିବା ଦାବିରେ ବ୍ୟବସାୟ ପ୍ରତିଷ୍ଠାନ ସହ ବିଭିନ୍ନ ଅନୁଷ୍ଠାନ ବନ୍ଦ ଡାକରା ଦିଆଯାଇଛି।
୫୦ ଦିନର ଧାରଣା ପରେ ଆଜିଠାରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ ପାଳନ କରାଯାଉଛି। ଖୋର୍ଦ୍ଧା-ବଲାଙ୍ଗିର ଏନ୍ଏଚ୍-୫୭ ଅବରୋଧ କରି ମଧ୍ୟ ପ୍ରତିବାଦ କରୁଛି ବେଗୁନିଆ ସ୍ୱାସ୍ଥ୍ୟ କ୍ରିୟାନୁଷ୍ଠାନ କମିଟି।