ଆଗତ ହେଲା କାମଚଳା ବଜେଟ୍: କେଉଁ ବିଭାଗକୁ କେତେ

ଗୃହ ବିଭାଗ ପାଇଁ ୮, ୬୪୧ କୋଟି, ଜଳ ସମ୍ପଦ ବିଭାଗ ପାଇଁ ୧୩, ୨୬୭ କୋଟି, ଯୋଜନା ଓ ସଂଯୋଜନା ପାଇଁ ୧୨ ହଜାର ୪୩ କୋଟି ଓ ନିର୍ମାଣ ବିଭାଗ ପାଇଁ ୧୦, ୯୫୦ କୋଟି ବ୍ୟୟ ବରାଦ ହୋଇଛି।

ସେହିପରି ଗ୍ରାମ୍ୟ ଉନ୍ନୟନ ପାଇଁ ୯, ୩୩୦ କୋଟି, ପିଏମ୍ ଆବାସ ଯୋଜନା ରାଜ୍ୟ ଭାଗ ୪ ହଜାର କୋଟି ରହିଛି। ବିଜୁ ପକ୍କା ଘର ପାଇଁ ୧୦୦ କୋଟି, ପିଏମ୍ ଆବାସ ସହର ପାଇଁ ୬୯୨ କୋଟି ଓ ବସୁଧା ଯୋଜନା ପାଇଁ ୨ ହଜାର କୋଟି ବ୍ୟୟ ବରାଦ ହୋଇଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes