ଅସହାୟ ବୃଦ୍ଧାକୁ ଉଦ୍ଧାର କଲେ ପଶ୍ଚିମ ଓଡିଶା ୟୁବାମଞ୍ଚର ସଦସ୍ୟ

ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡ କେନଝିରିଆପାଲି ପଞ୍ଚାୟତ ଅନ୍ତର୍ଗତ ମହୁଲପାଲି ଗ୍ରାମର ସିତା ମହାନନ୍ଦଙ୍କ ଗୋଡରେ ଏକ ଘା ଅନେକ ଦିନ ହେବ ଶୁଖୁ ନ ଥିବାରୁ ପରିବାର ଲୋକେ ତାକୁ ପର କରି ଦେଇଥିଲେ।

ଖବରପାଇ ପଶ୍ଚିମ ଓଡିଶା ୟୁବାମଞ୍ଚର ସଦସ୍ୟମାନେ ଆଜି ତାକୁ ଉଦ୍ଧାର କରି ବୀରମହାରାଜପୁର ଡାକ୍ତରଖାନାରେ ଭର୍ତ୍ତି କରିଥିବା ଜଣାପଡ଼ିଛି ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes