ଦୂତି ଚାନ୍ଦଙ୍କ ଡୋପ୍ ଟେଷ୍ଟ ପଜିଟିଭ ହୋଇଥିବା ନେଇ ସମ୍ବାଦ ସରବରାହ ସଂସ୍ଥା ପିଟିଆଇ ପକ୍ଷରୁ ସୂଚନା ମିଳିଛି।
ଡୋପ୍ ଟେଷ୍ଟ ପଜିଟିଭ ପରେ ଦୂତି ଚାନ୍ଦଙ୍କୁ ସାମୟିକ ଭାବେ ସସପେଣ୍ଡ କରାଯାଇଥିବା ସୂଚନା ମିଳିଛି। ତେବେ ଏନେଇ ଦୂତି କହିଛନ୍ତି, ମୋ ପାଖରେ ଖବର ନାହିଁ।
Credible Local News of Odisha