ଆଜି ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଅନ୍ତର୍ଗତ ରାମପୁର ଠାରେ ୫ଟି ଅନ୍ତର୍ଭୁକ୍ତ ବାଳକ ଉଚ୍ଚ ବିଦ୍ୟାଳୟକୁ ଅର୍ଥ ଓ ଅବକାରୀ ମନ୍ତ୍ରୀ ନିରଞ୍ଜନ ପୂଜାରୀ ପରିଦର୍ଶନ କରିଥିବା ଜଣାଯାଇଛି ।
ତାଙ୍କ ସହିତ ଡୁଙ୍ଗୁରିପାଲି ବ୍ଲକ ଉପାଧ୍ୟକ୍ଷ ବେଲାର ସାହୁ, ବିଦ୍ୟାଳୟର ଆଲୁମନି ଆସୋସିଏସନର ସଭାପତି ଉମେଶ ପୂଜାରୀ, ରାମପୁର ସରପଞ୍ଚ ମନୋଜ ପୁରୋହିତ ପ୍ରମୁଖ ଉପସ୍ଥିତ ଥିଲେ ।