ଅବପାତ ଯୋଗୁ ଆସନ୍ତାକାଲି ସାରା ଓଡିଶାରେ ବର୍ଷା ହେବ

ପଶ୍ଚିମକେନ୍ଦ୍ର ଏବଂ ଉତ୍ତରପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତ ଆସନ୍ତାକାଲି ସକାଳ ସୁଦ୍ଧା ଉତ୍ତର-ଆନ୍ଧ୍ର ଓ ଦକ୍ଷିଣ ଓଡିଶା ମଧ୍ୟରେ ସ୍ଥଳଭାଗ ଛୁଇଁବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି l
ଏହା ପ୍ରଭାବରେ ଆସନ୍ତାକାଲି ସମଗ୍ର ଓଡିଶାରେ ପ୍ରବଳ ବର୍ଷା ହେବ ଏବଂ ବିଶେଷ କରି ଦକ୍ଷିଣ ଓଡ଼ିଶାରେ ଅତି ପ୍ରବଳ ବର୍ଷା ହେବ ବୋଲି ଚେତାବନୀ ଦିଆଯାଇଛି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes