ଅଧ୍ୟାପକ ବି ଦାଖଲ କରିବେ ଆଣ୍ଟି ଡ୍ରଗ ଡିକ୍ଲାରେସନ

ଏ ନେଇ ସୁପାରିଶ କରିଛି ବିଧାନସଭା ଷ୍ଟାଣ୍ଡିଂ କମିଟି। କମିଟି ଅଧ୍ୟକ୍ଷ ଭୂପିନ୍ଦର ସିଂହ ଏହି ସୂଚନା ଦେଇଛନ୍ତି।

ରାଜ୍ୟର ସବୁ +୨ ଓ +୩ ବିଶ୍ଵବିଦ୍ୟାଳୟ ପାଇଁ ନିଷ୍ପତ୍ତି ନିଆଯାଇଛି।ପୂର୍ବରୁ ଛାତ୍ରଙ୍କୁ ଆଣ୍ଟି ଡ୍ରଗ୍ସ ଡିକ୍ଲାରେସନ ଦେବାକୁ ନିର୍ଦ୍ଦେଶ ରହିଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes