ଅଧାପୋତା ମୃତଦେହ ଉଦ୍ଧାର ଘଟଣାରେ ୩ ଗିରଫ

ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ପୁଲିସ ଦ୍ୱାରା ମାଷ୍ଟରମାଇଣ୍ଡ ସମେତ ୩ ଗିରଫ ହୋଇଥିବା ବେଳେ ସୁପାରୀ କିଲର ଏବେବି ଫେରାର ଥିବା ସୂଚନା ମିଳିଛି।

ଏକ ଗାଡ଼ି କିଣାବିକାକୁ ନେଇ ବିବାଦରୁ ହତ୍ୟା ଘଟିଥିବା ସୂଚନା ମିଳିଛି। ବୁଧବାର ସମୀବୃକ୍ଷ ଅଞ୍ଚଳରୁ ଯୁବକଙ୍କ ଅଧାପୋତା ମୃତଦେହ ମିଳିଥିଲା।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes