ଅତିଥିଙ୍କ ପାଇଁ ଅଡିଟୋରିୟମ୍‌ ପ୍ରସ୍ତୁତ: ଜିଲ୍ଲାପାଳ

ପରିକ୍ରମା ପ୍ରକଳ୍ପ ନେଇ ଜିଲ୍ଲାପାଳ ସମର୍ଥ ବର୍ମା କହିଛନ୍ତି, ଆଜି ଠାରୁ ବାହାର ରାଜ୍ୟର ଅତିଥି ଆସିବେ, ଉତ୍ତର ପାର୍ଶ୍ଵ ମଠରେ ଅଡିଟୋରିୟମ ପ୍ରସ୍ତୁତ ହୋଇଛି।

ଶ୍ରୀ ସେତୁ ଓ ଶ୍ରୀ ମାର୍ଗର ପରୀକ୍ଷଣ ଅଧିକାରୀଙ୍କ ଉପସ୍ଥିତିରେ କରାଯାଇଛି। ଆଜି ଠାରୁ ତିନି ଦିନ ବ୍ୟାପୀ ଯଜ୍ଞ ଆରମ୍ଭ ହେଉଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes