ଅଟେଇ ଅରକ୍ଷିତ ଜଙ୍ଗଲରେ ବନ୍ୟଜନ୍ତୁଙ୍କ ଫଟୋ ଟ୍ରାପ କ୍ୟାମେରାରେ ରେକର୍ଡ

ଘଟଗାଁ ଓ ପାଟଣା ରେଞ୍ଜ ଅନ୍ତର୍ଗତ ଅଟେଇ ଜଙ୍ଗଲର ବିଭିନ୍ନ ସ୍ଥାନରେ ୫୫ଟି କ୍ୟାମେରାରେ ରେକର୍ଡ ହୋଇଥିବା ବିରଳ ବନ୍ୟପ୍ରାଣୀ ଗୟଳ,ମହାବଳ ବାଘ, ଗଧିଆ,ଚଉସିଙ୍ଗା, ସାଳିଆପତିନି, ନେଉଳ,ଶିଆଳ, କୋକିଶିଆଳ,ବଣୁଆ ବିଲେଇ, ଭାଲୁ,ହାତୀ, ଝିଙ୍କ, ହରିଣ, ଠେକୁଆ,ବାରାହା, ବଣୁଆ ମାଙ୍କଡ,କୁଟୁରା, ଧୂଷର ନେଉଳ, ନେଉଳ, ଅଜଗର ସାପ ଆଦି ରେକର୍ଡ ହୋଇଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes