ଅଚଳ ଅବସ୍ଥାରେ ପ୍ରାଣୀ ଚିକିତ୍ସାଳୟର ନଳକୂପ

ଦୀର୍ଘ ଦିନ ହେଲା ସୁବର୍ଣ୍ଣପୁର ଜିଲ୍ଲା ସୁବଳୟା ପ୍ରାଣୀ ଚିକିତ୍ସାଳୟର ନଳକୂପଟି ଅଚଳ ଅବସ୍ଥାରେ ପଡ଼ିରହିଛି।

ଫଳରେ ଚିକିତ୍ସାଳୟକୁ ଆସୁଥିବା ଲୋକେ ପାନୀୟ ଜଳ ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି l ଫଳରେ ଏହାର ଶୀଘ୍ର ମରାମତି ଦାବି କରିଛନ୍ତି ଜନସାଧାରଣ l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes