ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅଧିନସ୍ଥ ଗନ୍ଧର୍ଲା ପଞ୍ଚାୟତ ବଡ଼ପରା ଗ୍ରାମରେ ଥିବା ଅଙ୍ଗନବାଡି କେନ୍ଦ୍ରର ଛାତରୁ ପାଣି ଝରୁଥିବା କାରଣରୁ କୁନି ପିଲାମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।
ଏନେଇ ତୁରନ୍ତ ଅଙ୍ଗନବାଡି ଗୃହର ମରାମତି କରିବାକୁ ଅଭିଭାବକ ତଥା ଗ୍ରାମବାସୀ ଦାବୀ କରିଛନ୍ତି lବିଭାଗୀୟ ଅଧିକାରୀଙ୍କ ଏନେଇ ପ୍ରତିକ୍ରିୟା ମିଳିପାରିନାହିଁ।