ସୋନପୁର ଜିଲ୍ଲା ବୀରମହାରାଜପୁର ବ୍ଲକର ବହୁ ସଂଖ୍ୟକ ମତ୍ସ୍ୟଜୀବୀ ମହାନଦୀ ଉପରେ ନିର୍ଭର କରୁଛନ୍ତି।
ଫଳରେ ମହାନଦୀ ସୁରକ୍ଷା ଅଭିଯାନରେ ସ୍ଥାନୀୟ ଜଗନ୍ନାଥ ମନ୍ଦିର ଠାରୁ ଏକ ଶୋଭାଯାତ୍ରାରେ ବାହାରି ଉପଜିଲ୍ଲାପାଳ ଅଶୋକ ଭୋଇଙ୍କୁ ଏକ ଦାବି ପତ୍ର ପ୍ରଦାନ କରିଥିଲେ।
Credible Local News of Odisha