ମୃତ ଗାଡ଼ି ଚାଳକ ପରିବାରକୁ ସହାୟତା ପ୍ରଦାନ

ବୌଦ୍ଧ ଜିଲ୍ଲା ରକ୍ସା ପଞ୍ଚାୟତ ଅନ୍ତର୍ଗତ ଦହ୍ୟା ଗ୍ରାମର ଗାଡ଼ି ଚାଳକ ସ୍ବର୍ଗତ କ୍ଷେତ୍ରବାସୀ ସାହୁଙ୍କ ପରିବାରକୁ ଜିଲ୍ଲା ଭୈରବୀ ବସ୍ ସଂଘ ପକ୍ଷରୁ ଆଜି ସମବେଦନା ଜଣାଇବା ସହ ୨ ଲକ୍ଷ ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିଥିବା ନେଇ ସଂଘର ସମ୍ପାଦକ ଦିଲ୍ଲୀପ କୁମାର ସାହୁ ସୂଚନା ଦେଇଛନ୍ତି।

ଜିଲ୍ଲା ପ୍ରଶାସନ ପକ୍ଷରୁ ଡ. ଆମ୍ବେଦକରଙ୍କ ଜୟନ୍ତୀ ପାଳିତ

ବୌଦ୍ଧ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ବାବା ସାହେବ ଆମ୍ବେଦକରଙ୍କ ୧୩୧ ତମ ଜୟନ୍ତୀ ପାଳିତ ହୋଇଛି।‌

ଏଥିରେ ସମସ୍ତ ସରକାରୀ କର୍ମଚାରୀ ଉପସ୍ଥିତ ଥିଲେ ।

Nuakhai wishes