ବିଜୁ ଜନତା ଦଳରେ ସାମିଲ ହେଲେ କଂଗ୍ରେସର ୬ ନେତା

ସୋନପୁର ଜିଲ୍ଲା ବୀରମହାରାଜପୁରର କଂଗ୍ରେସ ଦଳର ବରିଷ୍ଠ ନେତା ରାଜ ଗୋପାଳ ପାଣିଗ୍ରାହୀ, ରଘୁବିର ପାଣିଗ୍ରାହୀ,ପ୍ରମାନନ୍ଦ ଜଟି, ନିତ୍ୟାନନ୍ଦ ସାହୁ,ଋଷଭ ପ୍ରଧାନ, ହରିହର ପାତ୍ର ପ୍ରମୁଖ ଆଜି ବିଜୁ ଜନତା ଦଳ ରେ ସାମିଲ ହୋଇଛନ୍ତି। ସ୍ଥାନୀୟ ବିଧାୟକ ପଦ୍ମନାଭ ବେହେରା ଙ୍କ ନେତୃତ୍ବରେ ଶଙ୍ଖ ଭବନରେ ମିଶ୍ରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ସୋନପୁର ରେ ବିଜୟ ସଂକଳ୍ପ ସମାବେଶ

ସୋନପୁର ସଦର ସ୍ଥିତ ରାମେଶ୍ବର ଷ୍ଟାଡିୟମ ଠାରେ ଆଜି ରାଷ୍ଟ୍ରୀୟ ଗୃହ ମନ୍ତ୍ରୀ ଅମିତ ଶାହାଙ୍କ ବିଜୟ ସଂକଳ୍ପ ସମାବେଶ ଅନୁଷ୍ଠିତ ହୋଇଯାଇଛି।

ଏଥିରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଓ ହଜାର ହଜାର କର୍ମୀ ଉପସ୍ଥିତ ଥିଲେ।

ସୋନପୁରରେ ଗୃହ ମନ୍ତ୍ରୀ ଅମିତ ଶାହ

ଆଉ କିଛି ସମୟ ପରେ ସୋନପୁର ରାମେଶ୍ୱରମ୍ ଷ୍ଟାଡିୟମରେ ଜନସଭାକୁ ସମ୍ବୋଧିତ କରିବେ ଶାହ।

ସଭା ସାରି ହେଲିକପ୍ଟର ଯୋଗେ ଭୁବନେଶ୍ୱର ଆସିବେ । ଭୁବନେଶ୍ୱରରେ ପହଞ୍ଚିବା ପରେ ଦଳର ବରିଷ୍ଠ ତଥା ତୁଙ୍ଗ ନେତା ସହ ନିର୍ବାଚନକୁ ନେଇ ମାନସ ମନ୍ଥନ କରିବେ। ଭୁବନେଶ୍ୱରରେ ଶାହଙ୍କ ରାତି ରହଣୀ କାର୍ଯ୍ୟକ୍ରମ ରହିଛି ।

ପଦ୍ମ ଧରିଲେ ପୂର୍ବତନ ହକି ଟିମ୍‌ ଅଧିନାୟକ ପ୍ରବୋଧ ତିର୍କୀ

ସୋନପୁର ସମାବେଶରେ ରାଜ୍ୟ ବିଜେପିର ବରିଷ୍ଠ ନେତାମାନଙ୍କ ଉପସ୍ଥିତିରେ ଦଳରେ ସାମିଲ ହୋଇଛନ୍ତି।

ପ୍ରବୋଧଙ୍କୁ କଂଗ୍ରେସ ତଳସରା ଟିକେଟ ଦେଇ ଫେରାଇ ନେଇଥିଲା।

ଆଜି ଓଡିଶା ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ

ସୋନପୁରରେ ରାମେଶ୍ବର ଷ୍ଟାଡିୟମରେ ଆୟୋଜିତ ସଭାରେ ଯୋଗଦେବେ ଶାହ।

ଶାହଙ୍କ ଗସ୍ତକୁ ନେଇ ନେତା ଓ କର୍ମୀ ଉତ୍ସାହିତ ଅଛନ୍ତି।

ଆଜି ଓଡିଶା ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ

ସୋନପୁରରେ ରାମେଶ୍ବର ଷ୍ଟାଡିୟମରେ ଆୟୋଜିତ ସଭାରେ ଯୋଗଦେବେ ଶାହ।

ଶାହଙ୍କ ଗସ୍ତକୁ ନେଇ ନେତା ଓ କର୍ମୀ ଉତ୍ସାହିତ ଅଛନ୍ତିମ୍

୮୪ ଥର ରକ୍ତଦାନ କରି ଚର୍ଚ୍ଚାରେ ନରସିଂହ

ସୋନପୁର ଜିଲ୍ଲା ବିନିକା ବ୍ଳକ ଭଣ୍ଡାର ପଞ୍ଚାୟତ ଅନ୍ତର୍ଗତ ପାପି ଗ୍ରାମର ବାସିନ୍ଦା ନରସିଂହ ବଢେଇ।ବୟସ ୫୧ ବର୍ଷ। ସବୁବେଳେ ସମାଜ ସେବାରେ ବ୍ରତୀ ଥିବା ନରସିଂହ ବରଗଡ଼ ଜିଲ୍ଲା ଭେଡେନ ଠାରେ ଭରସା ପରିବାର ପକ୍ଷରୁ ଆୟୋଜିତ ରକ୍ତଦାନ ଶିବିରରେ ୮୪ ଥର ପାଇଁ ରକ୍ତଦାନ କରିଛନ୍ତି। ବର୍ତମାନ ପ୍ରବଳ ଖରାରେ ରକ୍ତ ଭଣ୍ଡାର ମାନଙ୍କରେ ରକ୍ତ ର ଘୋର ଅଭାବ ରହିଛି। ରୋଗୀଙ୍କ ପାଇଁ ରକ୍ତ ର ଆବଶ୍ୟକତା ପୁରଣ ପାଇଁ ରକ୍ତଦାନ କରିବା ପାଇଁ ସେ ଯୁବଗୋଷ୍ଠୀ ଙ୍କୁ ଆହ୍ୱାନ ଦେଇଛନ୍ତି।ସେ ସର୍ବମୋଟ ୧୦୦ ଥର ରକ୍ତଦାନ କରିବା ପାଇଁ ସଂକଳ୍ପବଦ୍ଧ ବୋଲି ପ୍ରକାଶ କରିଛନ୍ତି।

ବାଗବର ରାମନବମୀ ଉତ୍ସବ ଯୋଗଦେଲେ ବିଧାୟକ

ସୋନପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ବାଗବର ସ୍ଥିତ ରାମନବମୀ ଉତ୍ସବ ବିଧାୟକ ପଦ୍ମନାଭ ବେହେରା ଯୋଗଦେଇ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ। ଏଥିରେ ସମସ୍ତ ଜନସାଧାରଣ ଉପସ୍ଥିତ ଥିଲେ।

Nuakhai wishes