ମୋବାଇଲ ଫୋନ ନ ଦେବାରୁ ଛାତ୍ରଙ୍କୁ ମାରିଦେଲେ ଦୁଇ ସାଙ୍ଗ

କୋରାପୁଟ ଟାଉନ ଥାନା ଅଞ୍ଚଳରେ ଜଣେ ସପ୍ତମ ଶ୍ରେଣୀ ଛାତ୍ର ଖେଳିବା ବେଳେ ମୋବାଇଲ ଫୋନ ନ ଦେବାରୁ ତାକୁ ଅନ୍ୟ ଦୁଇ ଜଣ ସାଙ୍ଗ ମଦ ମାରି ମୁଣ୍ଡକୁ ପଥରରେ ଛେଚି ହତ୍ୟା କରିବା ପରେ କୋଲାବ ନଦୀ ହୁଡାରେ ମୃତ ଦେହ ଫିଙ୍ଗି ଦେଇଥିବା ପୁଲିସ ଆଜି କହିଛି l

ଆଜି ମୃତ ଛାତ୍ରଙ୍କ ବାପା ମୃତଦେହ ଚିହ୍ନଟ କରିବା ପରେ ଘଟଣା ପଦାକୁ ଆସିଛି l ପୁଲିସ ପ୍ରାରମ୍ଭିକ ତଦନ୍ତ କରି ଦୁଇ ନାବାଳକଙ୍କୁ ଅଟକ ରଖିଛି l

୩ ବର୍ଷର ପୁଅର ଗଳା କାଟି ମା’ ହତ୍ୟା କରିଥିବା ଅଭିଯୋଗ

କୋରାପୁଟ ଜିଲ୍ଲା ପୋଡ଼ାଗଡ଼ ପଞ୍ଚାୟତ ଲୁକୁମାରୀ ଗାଁରେ ଏହି ଘଟଣା ଘଟିଛି।

ଘଟଣା ସ୍ଥଳରେ କୋରାପୁଟ ସଦର ପୁଲିସ ପହଞ୍ଚି ତଦନ୍ତ କରୁଛି।

Nuakhai wishes