ବଲାଙ୍ଗୀର ଜିଲ୍ଲା ଗୁଡ଼ଭେଲା ବିଡ଼ିଓ ବିନୋଦ ନାୟକ ଜଣେ ଠିକାଦାରଙ୍କୁ ସରକାରୀ କ୍ୱାର୍ଟର୍ସ ମରାମତି ପାଇଁ 30 ଲକ୍ଷ ଟଙ୍କାର ଏକ କମ ଦେବାକୁ ଆଜି 1.80 ଲକ୍ଷ ଟଙ୍କା ଲାଞ୍ଚ ନେଉଠଜେବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି l
ଭିଜିଲାନ୍ସ ପକ୍ଷରୁ ତାଙ୍କ ବାସଭବନ ସମେତ ତିନୋଟି ସ୍ଥାନରେ ଚଢ଼ାଉ ଚାଲିଛି l