ସୋନପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଉଫୁଲା ପଞ୍ଚାୟତ ଅନ୍ତର୍ଗତ ଟିଠିପାଲି ଗ୍ରାମର ନୁଆମୁଣ୍ଡା ପୋଖରୀରେ ଆଜି ଅମୃତ ସରୋବର ପ୍ରକଳ୍ପର ଶିଳାନ୍ୟାସ ବାବା ବନବାସ ଦାସଜିଙ୍କ ଦ୍ଵାରା ଅନୁଷ୍ଠିତ ହୋଇଯାଇଛି।
ଏଥିରେ ବ୍ଳକ ଅଧ୍ୟକ୍ଷା ଶାନ୍ତି ଲୁହା, ଉପାଧ୍ୟକ୍ଷା ନାରାୟଣ ଲୁହା, ସରପଞ୍ଚ ଶ୍ରୀୟା କର୍ମୀ, ବିଡ଼ିଓ, ସ୍ବୟଂ ସହାୟକ ଗୋଷ୍ଠୀ ପ୍ରମୁଖ ଉପସ୍ଥିତ ଥିଲେ।