ରାଉରକେଲା ପୁଲିସକୁ ସଫଳତା; ଅନ୍ତଃରାଜ୍ୟ ସାଇବର ଗ୍ୟାଙ୍ଗର ୧୦ ଅଭିଯୁକ୍ତ ଗିରଫ

ଡେଟିଂ ଆପରେ ଝିଅଙ୍କ ପ୍ରୋଫାଇଲ କରି ଚୂନା ଲଗାଉଥିବା ୧୦ ଜଣଙ୍କୁ ହାଇଦ୍ରାବାଦର ବିମାନ ବନ୍ଦରରୁ ଗିରଫ କଲା ପୁଲିସ।

ଗିରଫ ୧୦ ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ମହିଳା ଅଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version