ଥାନା ଆଗରେ ଛିଡା ହୋଇଛି ବହୁ ଦାମୀ ଗଡି

ପୋର୍ସେ, ମର୍ସିଡିସ୍, BMW, ରେଞ୍ଜ ରୋଭର ପରି ଗାଡ଼ି ଜବତ କରିଛି କମିସନରେଟ ପୁଲିସ।

ଗାଡ଼ି ମାଲିକ ମଦ ପିଇ ଗାଡ଼ି ଚଳାଉ ଥିବାରୁ ଜବତ କରିଛି ପୁଲିସ। ଭୁବନେଶ୍ବରରେ ଗତକାଲି ୩୦ରୁ ଅଧିକ ଦାମୀ ଗାଡ଼ି ଜବତ କରିଛି ପୁଲିସ।

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version