ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଜନ୍ମ ନେଲେ ୩ ନୂଆ ସିଂହ ଶାବକ

୭ ବର୍ଷୀୟ ସିଂହୀ ରେୱା ୩ ଅଣ୍ଡିରା ଶାବକ ଜନ୍ମ ଦେଇଛି।

ପ୍ରସବ ପରେ ମାଆ ଗ୍ରହଣ ନ କରିବାରୁ NICUରେ ଚିକିତ୍ସା ଚାଲିଛି। ଏନେଇ ଏକ୍ସ ଜରିଆରେ ସୂଚନା ଦେଲେ PCCF ସୁଶାନ୍ତ ନନ୍ଦ।

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version