କ୍ୟାମେରାମ୍ୟାନ ମାନସ ସ୍ୱାଇଁଙ୍କ ହତ୍ୟା ମାମଲାର ଆଠ ଜଣ ଅଭିଯୁକ୍ତଙ୍କୁ ଆଜି ଭଦ୍ରକ ଜେଲରୁ ନେଇ ପୁଲିସ ଚାନ୍ଦବାଲି ଜେଏଏମସି କୋର୍ଟରେ ହାଜର କରାଇଛି l ମାମଲାର ପରବର୍ତ୍ତୀ ଶୁଣାଣି ମେ 2 ତାରିଖକୁ ରହିଛି l
ହାଜର ହୋଇଥିବା ଅଭିଯୁକ୍ତ ମାନେ ହେଲେ ଶର୍ମିଷ୍ଠା ରାଉତ, ଝୁନା ଭୋଇ, ନିରଞ୍ଜନ ସେଠି ଏବଂ ରଞ୍ଜନ ନାୟକଙ୍କ ସମେତ ଅନ୍ୟ ଚାରିଜଣ l