ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ଅନ୍ତର୍ଗତ 53 ନମ୍ବର ଜାତୀୟ ରାଜପଥର ଟିପିଲେଇ ଛକଠାରେ ଆଜି ଏକ ଟିପର ଛିଡା ହୋଇଥିବା ବେଳେ ପଛରୁ ଆସି ଏକ ଦଶ ଚକିଆ ଟ୍ରକ ଧକ୍କା ଦେଇଥିଲା l
ଏହି ଦୁର୍ଘଟଣାରେ ଦଶ ଚକିଆ ଟ୍ରକର ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି l
Credible Local News of Odisha