ପୁଲିସ ନିକଟରେ ଆତ୍ମସମର୍ପଣ କରିଥିବା ଦୁଇ ମାଓବାଦୀ ରାମଦାସ ଓ କଲମଦେଇଙ୍କର ବିବାହ ଆଜି ଭବାନୀପାଟଣା ରିଜର୍ଭ ପୁଲିସ ସ୍ଥିତ ଶିବ ମନ୍ଦିରରେ ଆଡମ୍ବରପୂର୍ଣ୍ଣ ଆୟୋଜନରେ ସମ୍ପନ୍ନ ହୋଇଛି l
ଏସପି ଏମ. ବିବେକଙ୍କ ତତ୍ୱାବଧାନରେ ହୋଇଥିବା ଏହି ବିବାହ ଉତ୍ସବରେ ଡିଜିପିଙ୍କ ସମେତ ବରିଷ୍ଠ ପୁଲିସ ଅଧୁକାରୀ ମାନେ ସାମିଲ ହୋଇଥିଲେ l